ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାର ଭାବେ କନ୍ଧମାଲ ଜିଲ୍ଲା ଟିକାବାଲି ତହସିଲଦାର ନର୍ମଦା ନାୟକ ଯୋଗଦାନ କରିଛନ୍ତି । ଦେଓଗାଁ ତହସିଲଦାର ସଂଗ୍ରାମ କେଶରୀ ନାୟକ ଅନୁଗୁଳ ଜିଳ୍ଲା କିଶୋରନଗର ତହସିଲଦାର ଭାବେ ବଦଳୀ ହୋଇଯାଇଥିବାରୁ । ଶ୍ରୀମତୀ ନାୟକ ଦେଓଗାଁରେ ନୂତନ ତହସିଲଦାର ଭାବେ ଯୋଗଦାନ କରିଥିବା ଜଣାପଡ଼ିଛି ।
Next Post