ନାରୀ ସମସ୍ତ ଶକ୍ତିର ଉତ୍ସ : ଡଃ ବେହେରା

ରାଉରକେଲା, (ସସ୍ମିତା ପ୍ରଧାନ) : ନାରୀ ସମସ୍ତ ଶକ୍ତିର ଉତ୍ସ । ଯେଉଁ ଦେଶରେ ନାରୀର ସମ୍ମାନ ବଢେ ସେ ଦେଶର ସମ୍ମାନ ବଢେ ବୋଲି ସୁବର୍ଣ୍ଣରେଖା ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସରେ ଅତିଥି ଭାବେ ଯୋଗଦେଇ ଅଧ୍ୟାପିକା ଡଃ ଦୀପ୍ତିମୟୀ ବେହେରା କହିଛନ୍ତି । ସୁବର୍ଣ୍ଣରେଖାର କାର୍ଯ୍ୟଳୟ ବ୍ୟାସଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ଡଃ ବେହେରା ଯୋଗଦେଇ କହିଲେ ଯେ ସବୁ କ୍ଷେତ୍ରରେ ନାରୀ ଅଗ୍ରଣୀ ଭୂମିକା ନେଇଥିବା ବେଳେ ନାରୀ ବିନା ମୁକ୍ତି ନାହିଁ କି ଶାନ୍ତି ନାହିଁ ।

Leave A Reply

Your email address will not be published.