ଯୁକ୍ତ ଦୁଇ ନାମଲେଖା : ଅଗଷ୍ଟ ୧୭ରେ ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବୁଧବାରଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ସାମସ୍‌ ପୋର୍ଟାଲରେ ୬୦ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପଞ୍ଜିକରଣ । ଅଗଷ୍ଟ ୧୭ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅଗଷ୍ଟ ୧୯ରୁ ନାମଲେଖା ଆରମ୍ଭ ହେବ । ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨ଶହ ଟଙ୍କା ପୈଠ କରିବାକୁ ଥିବା ବେଳେ ଏସ୍‌ସି ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଶହେ ଟଙ୍କା ରଖାଯାଇଛି । ଦିବ୍ୟାଙ୍ଗଙ୍କ ଲାଗି ଆବେଦନ ଦେୟ ମାଗଣା ରହିଛି ।

Leave A Reply

Your email address will not be published.

error: Content is protected !!