ଉପରବାହାଲରେ ନାମଯଜ୍ଞ

ଝାରମୁଣ୍ଡା, (କେପିଏନ୍‌ଏସ୍‌) ଲୋଇସିଂହା ବ୍ଲକ୍‌ ଉପରବାହାଲ ଠାରେ ଉପରବାହାଲ ଗ୍ରାମବାସୀଙ୍କ ଅନୁକୂଲ୍ୟରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜପ ବିଶ୍ୱାଲ ଓ ପତ୍ନୀ କର୍ତ୍ତା କାର୍ଯ୍ୟ ତୁଲାଇଛନ୍ତି ।

Leave A Reply

Your email address will not be published.

error: Content is protected !!