ଖୋର୍ଦ୍ଧା : ଖୋର୍ଦ୍ଧା ସ୍ଥିତ ଅଣ୍ଡାଗ୍ରାମରେ ଦୁଇ ଦିନ ଧରି ୧୬ ପହରି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କୀର୍ତ୍ତନ ଦେଖିବାକୁ ବହୁ ଦୂରରୁ ଜନସାଧାରଣ ଆସିଥିଲେ । ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ବନମାଳୀପୁର ଓ ରାୟପୁର ଗ୍ରାମର ସମସ୍ତ ଯୁବକମାନଙ୍କ ସହଯୋଗରେ ସୁନ୍ଦର ଆଲୋକ ସାଜସଜା ସହିତ ନାମଯଜ୍ଞ ହୋଇଯାଇଛି ।
Next Post