oum

ବରଗାଁ ଦୋକାନରୁ ୪ ଫୁଟ୍‌ ୨ ଇଞ୍ଚର ନାଗସାପ ଉଦ୍ଧାର କଲେ ବିକି

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ବରଗାଁରୁ ଜୈନିକ ବ୍ୟକ୍ତିଙ୍କ ଦୋକାନରୁ ଏକ ନାଗସାପ ରହିଥିବା ଦୋକାନି ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ଖବର ଦେବା ପରେ ବିକି ପହଁଚି ୪ ଫୁଟ୍‌ ୨ ଇଞ୍ଚର ନାଗ ସାପ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.