ନଦୀରେ ନିଖୋଜ ଯୁବକ ଉଦ୍ଧାର

ଭୁବନେଶ୍ୱର : ବାଙ୍କୁଆଳ କୁଆଖାଇ ନଦୀରେ ୪ ଜଣ ସାଙ୍ଗଙ୍କ ସହ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ ଯୁବକ । ତେବେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚ ବାଲିଅନ୍ତା ଅଗ୍ନିଶମ ବାହିନୀ ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.