ls

ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

sb

ଯାଜପୁର : ଆଜି ସକାଳେ ଯାଜପୁର ଜି‌ଲ୍ଲା ଗସ୍ତ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଚାଲିଥିବା ଉନ୍ନୟନ କାମ ତଦାରଖ କରି ଆସ‌ନ୍ତା ୬ରୁ ୭ ମାସ ମଧ୍ୟରେ ମନ୍ଦିରର କାମ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହାପରେ ଜି‌ଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ମେଡିକାଲ କଲେଜ, ପ୍ରଶାସନିକ ଭବନ, ବରାହ ପ୍ରକଳ୍ପ ଆଦିର ତଦାରଖ କରି ମୁଖ୍ୟ ଶାସନ ସଚିବ କୁସୁମା ପ୍ରକଳ୍ପ ଓ ଯାଜପୁର ଜିଲ୍ଲା ସ୍କୁଲକୁ ଯାଇ ପାଠପଢ଼ା ବୁଲି ଦେଖିଥିଲେ ।

pc pk
Leave A Reply

Your email address will not be published.