ls

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

sb

ବୌଦ୍ଧ,(ବଂଶୀଧର ମାଝି): ସାପ କାମୁଡାରେ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ମାହାରସାହି ଗ୍ରାମର ଉତ୍ତର ଦେହୁରୀ (୩୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଉତ୍ତର ଅନ୍ୟମାନଙ୍କ ସହ ମିଶି ଜଣଙ୍କ କୂଅରୁ ପଙ୍କ ଉଦ୍ଧାର କରୁଥିଲେ । ଏହି ସମୟରେ ସେଠାରେ ଥିବା ଏକ ନାଗସାପ ଉପରେ ତାଙ୍କ ଗୋଡ ପଡିଯାଇଥିଲା । ସାପଟି ତାଙ୍କୁ କାମୁଡି ଦେଇଥିଲା । ଅନ୍ୟମାନେ ତାଙ୍କୁ ବୌଦ୍ଧ ଡାକ୍ତରଖାନା ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

pc pk
Leave A Reply

Your email address will not be published.