ls

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ

sb

କେନ୍ଦୁଝର : ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଟାଉନ ଥାନା ନରଣପୁର ପଞ୍ଚାୟତ ହରିଡାଗୋଠ ଗାଁର ସୁବ୍ରତ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୁବ୍ରତ ରଙ୍ଗ ଖେଳି ସାରି ଗାଁ ନିକଟ ପୋଖରିରେ ଗାଧୋଉଥିବା ସମୟରେ ପୋଖରିରେ ବୁଡି ଯାଇ ଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା ।

pc pk
Leave A Reply

Your email address will not be published.