oum

୧୫ ଘଣ୍ଟା ହେଲା ଗଛରେ ଝୁଲିରହିଛି ମୃତଦେହ

jsm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜି‌ଲ୍ଲା ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ ନାମକ ଜଣେ ବ୍ୟ‌କ୍ତି ଗତକାଲି ସନ୍ଧ୍ୟାରୁ ଛେଳି ପାଇଁ ଗଛର ଡାଳ କାଟିବାକୁ ଯାଇ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆର‌ମ୍ଭ କରିଛି ।

Leave A Reply

Your email address will not be published.