କୂଅରେ ପଡ଼ି ୭ ମାସର ଶିଶୁ ମୃତ : ହତ୍ୟା ସନ୍ଦେହ

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡ଼ି ୭ ମାସର ଶିଶୁର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଶିଶୁକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ମୃତ ଶିଶୁଟି ସୁବଳୟା ଗାଁର ଚିତ୍ତ ରଞ୍ଜନ ନାୟକଙ୍କ ପୁଅ ଅରୂପା ନନ୍ଦ ନାୟକ ବୋଲି ଜଣାପଡ଼ିଛି । କେହି ଦୁର୍ବୃତ୍ତ ପିଲାଟିକୁ କୂଅରେ ପକାଇ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

Leave A Reply

Your email address will not be published.