ସଡ଼କ ଦୁର୍ଘଟଣା : ୧ ଜଣେ ମୃତ

ଖଲ୍ଲିକୋଟ : ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ୧୬ ନମ୍ବର ଜାତୀୟ ରାଜପଥ ସୋଲପୋଖରି ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଥିବା ଟ୍ରକ ପଛକୁ ପିକ୍‌ଅପ୍ ଭ୍ୟାନ ଧକ୍କା ଦେଇଛି । ଏହି ଦୁଘର୍ଟଣାରେ ପିକ୍‌ଅପ୍ ଭ୍ୟାନ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପିକ୍‌ଅପ୍ ଭ୍ୟାଗ୍ନ୍‌ଟି ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.