om academy

ବାଲକୋନୀରେ ଖେଳୁଥିବା ବେଳେ ତଳକୁ ଖସିପଡି ବାଳକ ମୃତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଏମ୍‌ସି ୪ ନମ୍ବର ୱାର୍ଡ ଧୋବାବନ୍ଧ ହୁଡ଼ା ରାଜୀବ ଆବାସ କଲୋନୀର ତୃତୀୟ ମହଲାରୁ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ କର୍ପୋରେଟର୍‌ଙ୍କ ସୂଚନା ଅନୁସାରେ ମୃତ ଶିଶୁ ହେଲେ ଅନିଲ୍‌ ପାଣିଗ୍ରାହୀଙ୍କ ଦେଢ଼ବର୍ଷର ପୁଅ । ବୁଧବାର ଏହି ଘଟଣା ଘଟିଥିବା ବେଳେ ଏନେଇ ବଡ଼ ବଜାର ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.