କେନେ ହଜିଗଲା ମୌସୁମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଦେ ଆଏବା, ଇହାଦେ ଆଏବା, ଆର୍‌ ଘଡେକେ ଆଏବା, ଆର୍‌ ଛନେକେ ଆଏବା…… ଟାକି ଟାକି ଅଥା । କାହିିଁର୍‌ କଥା, ଅଷାଢ୍‌ ମାସେ ତତଲା ତାୱା ଥି ଭାଜୁଛେ ରଟ୍‌ ଖରା । ଆଲ୍‌ମାଲ୍‌ ଦୁଇ ପହରିଆ ଭଁଟା କେ ବାହାରି ଦେଲେ ତାଲୁ ଫାଟି ଜିବାର୍‌ ମେତାନ୍‌ ଲାଗୁଛେ । ଜୁନ୍‌ ମାସ୍‌ର ଦୁଇ ନମ୍ବର ହପ୍‌ତା ବେଲ୍‌କେ ଆସିଥିସି ନ ମୌସୁମୀ, ହେଲେ ଇ ଖେପି କାହିିଁ ହଜି ଗଲା କେଜାନି । ପର୍‌ଚଁଡ୍‌ ଖରା ଥି ଡହକ୍‌ ବିକଲ୍‌ ବଲାଙ୍ଗିରବାସୀଙ୍କର୍‌ ଜୀବନ । ଘରେ ରହେଲେ ଜେନ୍‌ତା ରୁଦ୍‌ରୁଦି ଭଁଟା କେ ବହାର୍‌ଲେ ହେନ୍‌ତା ରଟ୍‌ ଖରା । ସଖାଲ୍‌ର ଆଠ ବଜେନୁ ରଡି ଛାଡୁ ଛେ ଖରା ବେଲ୍‌ ବୁଡା ପତେ ।

Leave A Reply

Your email address will not be published.