ଆଦିବାସୀ ମେଳାରେ ପ୍ରାଚୀନ ଜନଜାତିଙ୍କ ମଡେଲ୍ ଘର ପ୍ରଦର୍ଶିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଦିବାସୀ ମେଳାରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ତଥା ସଂଗୃହୀତ ବନଜାତ ଦ୍ରବ୍ୟର ସ୍ୱତନ୍ତ୍ର ହାଟ ପ୍ରଦର୍ଶିତ ହେଉଛି । ଏଥି ସହିତ ପ୍ରାଚୀନ ଜନଜାତିଙ୍କ ୧୦ ଗୋଟି ମଡେଲ୍ ଘରର ପ୍ରଦର୍ଶନ କରାଯାଇଛି । ମେଳା ପରିସରରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ଜନଜାତି ନୃତ୍ୟ ପରିବେଷଣ ହେଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.