ଲୋକ ଉନ୍ନତି ସଗଠନ ପକ୍ଷରୁ ବଲାଙ୍ଗିର ବ୍ଲକରେ ମୋ ଚାଟଶାଳି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଗଠନ ପକ୍ଷରୁ ବଲାଙ୍ଗିର ବ୍ଲକରେ ମୋ ଚାଟଶାଳି କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା, ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ଆତ୍ମ ଶକ୍ତି ଟ୍ରଷ୍ଟ ଏବଂ ଶିକ୍ଷିତ ଯୁବକ ଯୁବତୀମାନଙ୍କ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହୋଇଛି । ବିଡିଘାଟ ପଞ୍ଚାୟତର ଜନକପୁର ଗ୍ରାମରେ ମୋ ଚାଟଶାଳି ଶୁଭ ଆରମ୍ଭ କାର୍ୟ୍ୟକ୍ରମ ଅନୁ‌ଷ୍ଠିତ ହୋଇଛି ।

Leave A Reply

Your email address will not be published.