oom

ବିଜେଡ଼ିରେ ମିଶ୍ରଣ ପର୍ବ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକର ୧୫ ଜଣ ଯୁବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଳଧର ବାଗ ଯାଦବଙ୍କ ନେତୃତ୍ୱରେ ଘନଶ୍ୟାମ ନାଗ, ଟେମ୍ପୁ ନାଗ, ଦୁଃଖନାସନ ନାଗ, ମୋନୋଜ ବାଗ, କ୍ଷୀରମନ ପୋଡ଼, ପରମେଶ୍ୱର ବାଗ, କିସମଟ କେତକୀ, ରାଜୁ ଅଦା, ପୃଥିବୀରାଜ ଗହୀର, ଖୁସିରାମ ଭୋଇ, ସୁରେନ୍ଦ୍ର ପୁଟ ପ୍ରମୁଖ କଣ୍ଟାବାଞ୍ଜି ବିଜେଡ଼ି ବରିଷ୍ଠ ନେତା ଅଜୟ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.