ଲିବରେସନ ସାମାଜିକ ଅନୁଷ୍ଠାନର ମିଶନ ଗ୍ରୀନ ଲକ୍ଷ ଉପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲ ପୁଇଁନ୍ତଲା ବ୍ଲକର କଶୃପାଲି ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ୪୦ରୁ ଅଧିକ ସଦସ୍ୟ ରୋପଣ କାର୍ୟ୍ୟରେ ସହଯୋଗ କରିଥିଲେ । ମିଶନ ଗ୍ରୀନ ଲକ୍ଷ୍ୟ ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟନାରାୟଣ ହୋତା, ମୁଖ୍ୟ କାର୍ଯ୍ୟକର୍ତ୍ତା ସଚିକାନ୍ତ ଷାଣ୍ଢ୍, ଆକାଶ୍ କୁମାର, ବିବେକା ବଗର୍ତ୍ତି, ରାକେଶ ବାଗ୍, ଅଜିତ୍ ପ୍ରଧାନ, ସ୍ଵସ୍ତିକ ରାଉଳ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମ ଲାଗି ସବୁ ସମ୍ଭବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ନରେଶ, ବିବେକା, ଅଶ୍ୱିନୀ, ବାଞ୍ଚ, ଅଜିତ, ଜୁଗଲ, ସୁର୍ଦଶନ, ପବିତ୍ର, ତୁଫାନ, ସୋନୁ, ସୁବାଷ, କୁଞ୍ଜ, ପ୍ରଶାନ୍ତ, ଶୁଭ୍ରାଂଶୁ, ସପ୍ନେ, ଜିତୁ, ବଳରାମ, ଅମିର, ପିଙ୍କୁ, ଉଦ୍ଧବ, ଅନୁ, କୁନା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.