ମେହେର ଷ୍ଟୁଡିଓରୁ ସଟର୍‌ ଭାଙ୍ଗି ପ୍ରାୟ ୬ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିନେଲେ ଦୁର୍ବୃତ୍ତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଥିବା ମେହେର ଷ୍ଟୁଡିଓରୁ ଗତ ରାତିରେ ସଟର ଭାଙ୍ଗି ପ୍ରାୟ ୬ ଲକ୍ଷ ଟଙ୍କାର କ୍ୟାମେରା, ପ୍ରିଣ୍ଟର, ଟିଭି ଆଦି ସାମଗ୍ରୀ ଚୋରି ହୋଇଯାଇଛି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.