oum

ମତଦାନ କେନ୍ଦ୍ରରେ ୨ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ : ୩ ଆହତ

jsm

ସୋର : ରେମୁଣା ବ୍ଲକ ତାଳପଦା ପଞ୍ଚାୟତର ୩ ଓ ୪ ନଂ ଭୋଟ ଗ୍ରହଣ କେନ୍ଦ୍ରରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ୩ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଖବର ପାଇ ଗୋପାଳପୁର ପୋଲିସ ପହଞ୍ଚିଥିବା ଜଣାପଡିଛି ।

Leave A Reply

Your email address will not be published.