om academy

ଜେଜେମାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନାତି

jsm

ବେଲପଡା, (ଅଶୋକ କୁମାର ବାଗ) : ଭତ୍ତା ଟଙ୍କା ପାଇଁ ଜେଜେମାଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନାତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭାଲୁଖାଇ ଗାଁରେ । ଜେଜେମା ଯୁଗ ଭୁଏ (୮୫)ଙ୍କୁ ନାତି ରାଜ ଭୁଏ ଠେଙ୍ଗାରେ ପିଟି ପିଟି ମାରିଥିବା ଅଭିଯୋଗ ହୋଇଛି । ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାଜ ଭୁଏଙ୍କୁ ଗିରଫ କରିଥିବାବେଳେ ଏନେଇ ବେଲପଡା ଥାନା କେସ୍‌ ନଂ ୧୮୦/୨୦୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ବେଲପଡା ଥାନାଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.