ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ କମିଟିର ସଦସ୍ୟ ଭାବେ ମନୋନୀତ ହେଲେ ଅଫତାବ ଆଲମ୍‌ ଖାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ମାଇନରିଟି ବିଭାଗର ଅନୁମୋଦନ କ୍ରମେ ବଲାଙ୍ଗିରର ଯୁବ ଆଇନଜୀବୀ ତଥା ପୂର୍ବ ଛାତ୍ର ନେତା ଅଫ୍‌ତାବ ଆଲମ୍‌ ଖାନ୍‌ କଂଗ୍ରେସ ମାଇନରିଟି କମିଟିର ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ନୂଆ ନିଯୁକ୍ତି ପାଇବା ପରେ ଜିଲ୍ଲାର ସଂଖ୍ୟାଲଘୁ ଲୋକଙ୍କ ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

error: Content is protected !!