oum

ପାଗଳ ମାଙ୍କଡ଼ କାମୁଡାରେ ଚାରି ଗୁରୁତର ଆହତ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମରେ ଏକ ପାଗଳ ମାଙ୍କଡ଼ କାମୁଡାରେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଘୋରଡ଼ିଆ ଗ୍ରାମର ନିରଞ୍ଜନ ସାହୁ, ରେଣୁବାଳା କୁଣ୍ଡୁ, ମଞ୍ଜୁଲତା ସାହୁ, ବେଙ୍ଗ ପୃଷ୍ଟି ପ୍ରମୁଖ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ହେଉଛନ୍ତି । ଦୁଇଦିନ ହେଲା ମାଙ୍କଡ଼ କାମୁଡା ଯୋଗୁଁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ତୁରନ୍ତ ବନବିଭାଗ କତୃପକ୍ଷ ମାଙ୍କଡ଼ଟିକୁ ଧରିନେବା ପାଇଁ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.