ମାଣ୍ଡୋସିଲରେ କାର୍ତ୍ତିକେଶ୍ଵର ପୂଜା

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଇନ୍ଦିରା ନଗର ଠାରେ ୧୨ ତମ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ପୂଜା ଅତି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପୂଜା କମିଟିର ସଭାପତି ନୃସିଂହ ଚରଣ ବେହେରା, ସମ୍ପାଦକ କିଶୋର କୁମାର ଖୁଣ୍ଟିଆ, କୋଷାଧକ୍ଷ ବେଦ ରଞ୍ଜନ ଶବର, ଶରତ ଚନ୍ଦ୍ର ହଂସ, ତରଣୀ ସାହୁ, ମାଧବ ରଣା, ଭୁବନ ପ୍ରଧାନ, ଗୋଲ ବଦନ ଖୁଣ୍ଟିଆ, ରାଜେଶ ମହାନନ୍ଦ, ହୃଷୀକେଶ ପ୍ରଧାନ । ପୂଜକ ଭାବେ ଭୀମ ସେନ ଦାଶ ରହିଥିବା ବେଳେ କର୍ତ୍ତା ପ୍ରମୋଦ ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ଇଲାଚ ପ୍ରଧାନ ରହିଥିଲେ । ପୂର୍ଣାହୁତି ଦିନ କମିଟୀର ସଦସ୍ୟ ରିଙ୍କୁ ଖୁଣ୍ଟିଆ ଗ୍ରାମବାସୀଙ୍କୁ ଅନ୍ନଭୋଗ ଦେଇଥିଲେ । ଏଥିରେ ଗ୍ରାମର ସମସ୍ତେ ସହଯୋଗ କରିଥିଲେ ।

Leave A Reply

Your email address will not be published.