ଘୋରଡ଼ିଆ ରାଧାକାନ୍ତ ମନ୍ଦିରରେ ଅଷ୍ଟପ୍ରହରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଗ୍ରାମ ପଞ୍ଚାୟତ ଘୋରଡ଼ିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରାଧାକାନ୍ତ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ତିନିଦିନ ଅଷ୍ଟପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ଭେଳ ନଡିଆ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ଆଦ୍ୟବାସ, ଅଖଣ୍ଡ ହରିନାମ, ନଗର କ୍ରୀତ୍ତନ, ଆଠ ପ୍ରହର ନାମ କ୍ରୀତ୍ତନ, ଖୋଳ ପୂଜା ବିଧିବିଧାନ ସମାପନ କରାଯାଇଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳକ ସୋମନାଥ ମଙ୍ଗରାଜ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.