om academy

ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

jsm

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ କୃଷି କାର୍ଯ୍ୟାଳୟରେ ଓଡିଶା ମିଲେଟ ମିସନ ପକ୍ଷରୁ ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥ ଆରମ୍ଭ ହୋଇଛି । ଖରିଫ ଋତୁରେ ଅମଳ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ପାଇଁ ବ୍ଲକର ସମସ୍ତ ପଞ୍ଚାୟତ ଗାଁମାନଙ୍କୁ ଆଠଦିନ ପର୍ଯ୍ୟନ୍ତ ସଚେତନ ରଥ ଭ୍ରମଣ କରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.