ppurohit

ପୌରାଞ୍ଚଳ ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ତୁଳାଇଲେ ମନୋରଞ୍ଜନ ମହାକୁର

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶୈଳେଶ୍ରୀ ପେଲେସ ଠାରେ ପୌରାଞ୍ଚଳ ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ତୁଳାଇଛନ୍ତି ମନୋରଞ୍ଜନ ମହାକୁର । ତେବେ ଆଜି ବଲାଙ୍ଗିର ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ଓଡିଶା ମୋ ପରିବାରର ସଂଯୋଜକ ବିନୁ ଶତପଥି ଏବଂ ପୌରାଞ୍ଚଳ ସଭାପତି ମନୋଜ ଦୀପଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଏହା ଘୋଷଣା କରିଛନ୍ତି ।

Leave A Reply

Your email address will not be published.