ବରିଷ୍ଠ ସାମ୍ୱାଦିକ ମନରଂଜନ ଯୋଷୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ୱାଦିକ ମନରଂଜନ ଯୋଷୀଙ୍କ ମା’ ସରଜୂ ଯୋଷୀ ଇହଧାମ ତ୍ୟାଗ କରିଛନ୍ତି । ଜଣେ ଶାନ୍ତଶିଷ୍ଟ, ପରୋପକାରୀ, ଧର୍ମାତ୍ମା ମହିଳା ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଲିଯାଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରୁ ଭୂବନେଶ୍ୱରକୁ ନେଉଥିବା ସମୟରେ ରାସ୍ତାରେ ସେ ଇହଧାମ ତ୍ୟାଗ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.