ସୁରକ୍ଷା, ନ୍ୟାୟ ଓ ସେବାର ମାନବିକତା ଦେଖାଇଲେ ବଲାଙ୍ଗିର ଟାଉନ୍ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅନିତା ରାଣୀ ପଟନିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁରକ୍ଷା, ନ୍ୟାୟ ଓ ସେବାର ମାନବିକତା ଦେଖାଇଲେ ବଲାଙ୍ଗିର ଟାଉନ୍ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅନିତା ରାଣୀ ପଟନିଆ । ସୂଚନା ଅନୁସାରେ ଗତ ୨୨ ତାରିଖ ଦିନ ଜଣେ ମହିଳା ଗାଡ଼ିରୁ ତଳେ ପଡ଼ିଯାଇ ଅସୁସ୍ଥ ହୋଇ ପଡିଥିବା ବେଳେ ପୋଲିସ ଅଧିକାରୀ ଅନିତା ରାଣୀ ପଟନିଆ ପାଣି ପିଆଇବା ସହ ତାଙ୍କର ଚିକିତ୍ସା ପାଇଁ ପଦକ୍ଷେପ ନେଇଥିଲେ । ଏହି କାର୍ଯ୍ୟ ପାଇଁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.