om academy

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲା : ସଂପୃକ୍ତ ଯୁବକଙ୍କ ବିରୋଧରେ ପୋକସ ଆକ୍ଟରେ ମାମଲା ରୁଜୁ

jsm

ମୟୂରଭଞ୍ଜ : ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାରେ ୩ ଜଣ‌ଙ୍କୁ ଗିରଫ କରିଛି ପୋଲିସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ୨୧ ତାରିଖ ରାତିରେ ମୟୂରଭଞ୍ଜ ଝାରପୋଖରିଆ ଥାନା ଅଞ୍ଚଳରେ ୩ ଯୁବକ ନାବଳିକାଙ୍କୁ ଅପହରଣ କରି ଭୁବନେଶ୍ୱର ନେଇ ଯାଇଥିଲେ । ୨୨ ତାରିଖରେ ନାବଳିକାଙ୍କ ପରିବାର ନାବଳିକାଙ୍କୁ ନପାଇ ଥାନାରେ ଅଭିଯୋଗ କଲାପରେ ଝାରପୋଖରିଆ ପୋଲିସ ଏକ ମାମଲା ରୁଜୁ କରିଥିଲା । ପରେ ନାବଳିକା ଭୁବନେଶ୍ୱରରେ ଥିବା ସୂଚନା ପାଇ ସ୍ଥାନୀୟ ପୋଲିସ ସହାୟତାରେ ନାବଳିକାକୁ ଉଦ୍ଧାର କରି ମାମଲାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତ‌ଙ୍କୁ ଭିରଫ କରିଛି ଚରି କୋର୍ଟ ଚାଲାଣ କରିଛି ପୋଲିସ । ମାମଲାରେ ସଂପୃକ୍ତ ଯୁବକଙ୍କ ବିରୋଧରେ ପୋକସ ଆକ୍ଟରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.