ବିଶ୍ୱ ମହିଳା ଦିବସରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମ୍ବର୍ଦ୍ଧିତ

ବୌଦ୍ଧ, (ବଂଶୀଧର ମାଝୀ) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ରୀତାକାନ୍ତି ବଳିୟାର ସିଂହଙ୍କୁ ଜିଲ୍ଲାର ପ୍ରଥମ ମହିଳା ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) ବୌଦ୍ଧ ଶାଖା ତରଫରୁ ସହ‐ସଂପାଦକ ବଂଶୀଧର ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.