ତେଜସ୍ୱିନୀ ନାରୀ ପ୍ରତିଭା ସମ୍ମାନ-୨୦୨୨ରେ ସମ୍ମାନିତ ହେଲା ବଲାଙ୍ଗିରର ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରୋଜିନୀ ରେସିଡେନ୍ସୀ ଠାରେ ତେଜସ୍ୱିନୀ ନାରୀ ପ୍ରତିଭା ସମ୍ମାନ ୨୦୨୨-ରେ ସମ୍ମାନିତ ହୋଇଛି ବଲାଙ୍ଗିରର ମାହେଶ୍ୱରୀ ସଂଗଠନ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଂଚଳର ପୌରଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିି ମାହେଶ୍ୱରୀ ସଂଗଠନକୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏଥିପାଇଁ ମାହେଶ୍ୱରୀ ସଂଗଠନକୁ ବିଭିନ୍ନ ମହଲକ୍ଷର ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.