କୋସଲ ମହାବନ୍ଦ, କଳାହାଣ୍ଡି ଠପ୍‌

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଠପ୍‌ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୋଶଳ ମହବନ୍ଦକୁ ବିପୁଳ ଜନ ସମର୍ଥନ ରହିଥିବା ଦେଖିବାକୁ ମିଳିଛି । କୋଶଳ ରାଜ୍ୟ ଗଠନ ଦାବୀରେ ୧୨ ଘଣ୍ଟିଆ ବନ୍ଦ ବେଳେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ନିଜେ ଉପସ୍ଥିତ ରହି ତାୱଡ଼୍‌ତୋଡ଼୍‌ ଆନ୍ଦୋଳନରେ ବାଗ୍‌ଡୋର୍‌ ସମ୍ଭାଳିଛନ୍ତି ।

Leave A Reply

Your email address will not be published.

error: Content is protected !!