centurian jitm

ଗାଁରେ ମହାବଳ ବାଘ

ବୌଦ୍ଧ : ଆତଙ୍କିତ ଗାଁ ଲୋକ କାରଣ ଗାଁରେ ବୁଲୁଛି ବାଘ । ବାରିଙ୍ଗି ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଭୟ ବଢିଯାଇଛି । ମୁଣ୍ଡେଶ୍ୱର ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡିଛି । ଜଙ୍ଗଲ ନିକଟରେ ଏକ ପୋଖରୀ ଖୋଳା ଚାଲିଥିବା ବେଳେ ଜଙ୍ଗଲ ଭିତରୁ ବାହାରିଲା ବାଘ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ । ସୂଚନା ଯୋଗ୍ୟ ଯେ, ଗତ କିଛିଦିନ ହେବ ବୌଦ୍ଧ ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି । ସେପଟେ ବନବିଭାଗ ପହଞ୍ଚି ବାଘକୁ କାବୁ କରିବାକୁ ଯୋଜନା କରୁଛି ।

Leave A Reply

Your email address will not be published.