oum

ଏବେ ମାଗଣାରେ ମିଳୁଛି କୋଭିଡ୍ ପ୍ରିକସନ ଡୋଜ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୮ ରୁ ୫୯ ବର୍ଷ ବୟସ୍କମାନଙ୍କ ପାଇଁ ଏବେ ମାଗଣାରେ କୋଭିଡ୍ ପ୍ରିକସନ୍ ଡୋଜ୍ ମିଳୁଛି । ସମସ୍ତ ସରକାରୀ କୋଭିଡ୍ ଟୀକାକରଣ କେନ୍ଦ୍ରରେ ଏହି ଟୀକା ଦିଆଯାଉଛି । ୨ୟ ଡୋଜ୍ ଟୀକା ନେଇଥିବା ବ୍ୟକ୍ତିମାନେ ୬ମାସ ପରେ ପରେ ପ୍ରିକସନ୍ ଡୋଜ୍ ନେଇପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.