ପୁଇଁତଲା ପୁଲିୁସ ପକ୍ଷରୁ ଚଢ଼ାଉ, ୭ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ପୁଲିୁସ ପକ୍ଷରୁ ଚଢ଼ାଉ କରାଯାଇ ୭ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ଶଙ୍କରଭୋଜି ଛକର ରବୀନ୍ଦ୍ର ପାତ୍ର(୨୭)ଙ୍କ ଠାରୁ ଚଢ଼ାଉ ବେଳେ ପୁଇଁତଲା ପୁଲିସ ୭ ଲିଟର ଦେଶୀ ମଦ ପାଉଚ୍‌ ଜବତ୍‌ କରିଥିବା ବେଳେ ତାଙ୍କ ଉପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.