ଟ୍ରଲର ସହ ୫ କୁଇଣ୍ଟାଲ ମାଛ ଜବତ

କୋଣାର୍କ : ଚନ୍ଦ୍ରଭାଗା ନିଷିଦ୍ଧାଞ୍ଚଳରେ ଶନିବାର ଚଢ଼ାଉ କରାଯାଇଥିବା ଜଣାପଡିଛି । ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଓ ବନବିଭାଗ ଦ୍ୱାରା ହୋଇଥିବା ଏହି ମିଳିତ ଚଢାଉରେ ଏକ ଟ୍ରଲର ସହ ପ୍ରାୟ ୫ କୁଇଣ୍ଟାଲ ମାଛ ଜବତ ହୋଇଛି । ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଅସ୍ତରଙ୍ଗ, ଚନ୍ଦ୍ରଭଗା ସମୁଦ୍ର ଉପକୂଳରେ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । କଟକଣା ମଧ୍ୟରେ ଟ୍ରଲର ଧରି ମାଛ ମାରୁଥିବା ବେଳେ ଏହି ଚଢ଼ାଉ କରାଯାଇଛି ।

Leave A Reply

Your email address will not be published.