oom

ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଏକ ଲୁଟ୍‌ ଅଭିଯୋଗ ଆସିଛି । ଆଜି ଦିନ ପୂର୍ବା‌ହ୍ନ ୧୧ଟା ୨୫ ମିନିଟ ସମୟରେ ବିଚ୍‌ ରାସ୍ତାରେ ଜଣେ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ଗୋଡ଼ଭଗା ସମବାୟ ବ୍ୟାଙ୍କକୁ ପାହାଡ଼ଶ୍ରୀଗିଡା ରେଙ୍ଗାଲି ଗ୍ରାମର ଜଣେ ଚାଷୀ ନିମଲ ପୁଡ୍ଡୀ ପଟ୍ଟାବି ଚାଷ କାମ ପାଇଁ ୧ଲକ୍ଷ ୨୫ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ବାହାରେ ଛିଡ଼ା ହୋଇଥିବା ବେଳେ ଏକ ବାଇକରେ ଲୁଟେରାମାନେ ତାଙ୍କ ହାତରୁ ଟଙ୍କା ଛଡାଇ ଫେରାର୍‌ ହୋଇ ଯାଇଥିଲେ । ଚାଷୀ ଜଣକ ଗୋଡ଼ଭଗା ଫାଣ୍ଡିରେ ଏକ ଅଭିଯୋଗ କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.