ରେଲୱେ ଷ୍ଟେସନରେ ଶୌଚ ପାଇଁ ଯିବା ବେଳେ ଯୁବକଙ୍କୁ ଲୁଟ କରି ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଷ୍ଟେସନ ଠାରେ ଟିଟିଲାଗଡର ଜଣେ ଯବୁକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଓ ଏଟିଏମ୍‌ ଲୁଟିନେଇଥିବା ନେଇ ଆଜି ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲୁଟର ଶିକାର ହୋଇଥିବା ଯୁବକ ଜଣକ । ଯୁବକ ଜଣକ ଟିଟିଲାଗଡ ସହରର ଭାଗ୍ୟବନ୍ତ ମହରା ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!