ଲୋଇସିଂହାଠାରେ ବ୍ଲକସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକଠାରେ ବ୍ଲକସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଅତିରିକ୍ତ ବିଡ଼ିଓ ପ୍ରମୁଖ ମଞ୍ଚସୀନ ଥିଲେ । ଏହି କାର୍ୟ୍ୟକ୍ରମରେ ଲୋଇସିଂହା ବ୍ଲକ ଅର୍ନ୍ତଗତ ଅନେକ କଳାକାରମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.