ମାଁ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପକୁ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳାଙ୍ଗିର ସହର ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଛି । ଏହି ଅବସରରେ ବଲାଙ୍ଗିର ସହରର ୧୮, ୧୯ ଓ ୨୧ ନଂ ୱାର୍ଡର ପୂଜା ମଣ୍ଡପକୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ମାଁ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ପରିଦର୍ଶନ କରି ମାଁଙ୍କ ଆର୍ଶୀବାଦ ନେବା ସହ ବଲାଙ୍ଗିର ସହରର ଉନ୍ନତି କାମନା କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ।

Leave A Reply

Your email address will not be published.