om academy

‘କୋଶଲ ପ୍ରବାହ’ର ପ୍ରଭାବରେ ପାଇକମାଲ ୟୁକୋ ବ୍ୟାଙ୍କ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଲାଗିଲା ବ୍ୟାରିକେଡ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟ ଛକଠାରୁ ୟୁକୋ ବ୍ୟାଙ୍କ ସାମନା ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ସାଜିଥିବା, ରାସ୍ତା ଗଢାଣିଆ ହୋଇଥିବା ଓ ହମ୍ପସ ନଥିବାରୁ ରାସ୍ତାରେ ଅତ୍ୟଧିକ ଦୁର୍ଘଟଣା ଘଟୁଥିବା ଶୀର୍ଷକରେ ‘କୋଶଲ ପ୍ରବାହ’ରେ ଖବର ପ୍ରକାଶ ପାଇଥିଲା । ‘କୋଶଲ ପ୍ରବାହ’ର ପ୍ରଭାବରେ ଆଜି ସକାଳେ ପାଇକମାଲ ପୋଲିସ ବିଭାଗ ପକ୍ଷରୁ ପାଇକମାଲ ୟୁକୋ ବ୍ୟାଙ୍କ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ବ୍ୟାରିକେଡ ଲଗାଯାଇଛି । ଫଳରେ ଏହି ପାଖରେ ଥିବା ଜନ ବସତି ଆଶ୍ବସ୍ତି ପାଇଛନ୍ତି ।

Leave A Reply

Your email address will not be published.