oom

ଜାନୁୟାରୀ ମାସରେ ଖୋଲିପାରେ ସ୍କୁଲ, କଲେଜ

jsmm

ଭୁବନେଶ୍ଵର: କରୋନା ମହାମାରୀ ସଂକ୍ରମଣ ଆଶଂକାରେ ଦୀର୍ଘ ଦିନ ହେଲା ସ୍କୁଲ, କଲେଜ ବନ୍ଦ ରହିଛି । ଡିସେମ୍ବର ମାସରେ ଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପୂର୍ବରୁ (ଏସଆରସି) ସଙ୍କେତ ଦେଇଥିଲେ । କିନ୍ତୁ କରେନା ବିପତ୍‌ତ୍ତି ଟଳି ନଥିବା ଅନୁମାନ କରାଯାଇ ନୂଆ ବର୍ଷରେ ଅର୍ଥାତ୍‌ ଜାନୁୟାରୀ ମାସରେ ସ୍କୁଲ, କଲେଜ ଖୋଲିବା ସମ୍ଭାବନା ରହିଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦଇେଛନ୍ତି ।ସେ କହିଛନ୍ତି ଯେ, ସମ୍ଭବତଃ ଜାନୁୟାରୀରୁ ସ୍କୁଲ ଖୋଲିବ । ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.