centurian jitm

ରାଜ୍ୟସ୍ତରୀୟ ଖୋ-ଖୋ ଚମ୍ପିୟାନସିପ ଉଦଯାପିତ

nschool

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଚାଲିଥିବା ୩ ଦିନିଆ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦ୍‌ଯାପିତ ହୋଇଯାଇଛି । ପୁରୁଷ ବର୍ଗରେ ବାଲେଶ୍ୱର ଓ ମହିଳା ବର୍ଗରେ କିଟ ୟୁନିଭରସିଟି ଚମ୍ପିୟାନ ହୋଇ ୧୦ ହଜାର ଲେଖାଏଁ ଟଙ୍କା ଓ ଟ୍ରଫି ହାସଲ କରିଥିଲେ । ପୁରୁଷ ବର୍ଗର ରନର୍ସ ଅପ କିଟ ୟୁନିଭରସିଟି ଓ ମହିଳା ରନର୍ସ ଅପ ବାଲେଶ୍ୱର ଦଳକୁ ୭ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରା ଯାଇଥିଲା ।

Leave A Reply

Your email address will not be published.