ଖରିଫ ଧାନ ସଂଗ୍ରହ କାର୍ୟ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧.୨୪ ଲକ୍ଷ ମେଟ୍ରିକ ଟନ୍ ଖରିଫ ଧାନ ସଂଗ୍ରହ ହୋଇସାରିଛି । ସଂଗୃହୀତ ଧାନର ମୂଲ୍ୟ ୧୧ ହଜାର ୪୪୧ କୋଟି ଟଙ୍କା । ୧୧ ଲକ୍ଷ ୫୦ ହଜାର ପଞ୍ଜୀକୃତ ଚାଷୀ ଖରିଫ ଧାନ ବିକ୍ରି କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଧାନ କ୍ରୟ ଜାରି ରହିବ । ରାଜ୍ୟ ସୂଚନା ଓ ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.