ଖୋର୍ଦ୍ଧାରେ ପୁଣି ଦେଖିବାକୁ ମିଳିଛି କାଉ ମଡ଼କ : ବାର୍ଡ ଫ୍ଲୁ ଆଶଙ୍କା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ବିଭିନ୍ନ ସ୍ଥାନରେ କାଉ ମାନେ ମରି ପଡିଥିବାର ଦେଖିବାକୁ ମିଳିଛି । ୩-୪ ହେଲାଣି ଏହି ଭଳି କାଉ ମାନେ ମରୁଥିବାରୁ ଏହା ବାର୍ଡ ଫ୍ଲୁ ବୋଲି ଆଶଙ୍କା କରାଯାଉଛି । ଏହି ଅଞ୍ଚଳରେ ପ୍ରାୟ ୫୦-୬୦ କାଉମାନଙ୍କ ମୃତ ଦେହ ଠାବ କରାଯାଇଛି । ତେବେ ଏହା ଜଣାପଡିବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଡାକ୍ତରୀ ଟିମ୍ ପହଞ୍ଚି ମୃତ କାଉମାନଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଖବର ମଳିଛି ।

Leave A Reply

Your email address will not be published.