କରୋନା କଟକଣା : ଇପିଏଫ୍ ଆଞ୍ଚଳିକ କାର୍ୟ୍ୟାଳୟ ୭୨ ଘଣ୍ଟା ପାଇଁ ବନ୍ଦ

ରାଉରକେଲା, (କେପିଏନ୍‌ଏସ୍‌) : କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଉରକେଲାର ଇପିଏଫ୍ ଆଞ୍ଚଳିକ କାର୍ୟ୍ୟାଳୟକୁ ୭୨ଘଣ୍ଟା ପାଇଁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ବୁଧବାର ପର୍ୟ୍ୟନ୍ତ ଅଫିସ୍ ବନ୍ଦ ରହିବ । ଏପ୍ରିଲ୍ ୨୮ ତାରିଖ ଯାଏଁ ବନ୍ଦ ଅବଧି ସମୟରେ କାହାକୁ ବିଲ୍ଡିଂ ପରିସରକୁ ଯିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.