oom

ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକ‌ର୍ତ୍ତା ଚୟନ

jsmm

ନୂଆପଡା, (ନିରୋଜ କୁମାର ପାଣୀ) : ଆଜି ଖଡ଼ିଆଳ ଠାରେ ଅନୁଷ୍ଠିତ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନୂତନ ପଦାଧିକାରୀ ସର୍ବସମ୍ମତି କ୍ରମେ ଚୟନରେ ସଭାପତି ଲୋକନାଥ ମହାପାତ୍ର, ଉପ ସଭାପତି ଅଜିତ ଯୋଶୀ, ସମ୍ପାଦକ ସୁଜିତ ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଟିକେଶ୍ୱର ନାଗ(ବୋଡେ଼ନ), ରୁଦ୍ର ବାଗ(ଖଡ଼ିଆଳ), ସତୀଶ ଯୋଶୀ (ସିନାପାଲି) ଓ ଦୀପଜ ମିଶ୍ର(ନୂଆପଡା) ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ମୋତି ଲାଲ ବାଗ ଓ ଜତୀୟ କାର୍ୟ୍ୟକାରିଣୀ ସଦସ୍ୟ ବିଜୟ ସହିସଙ୍କୁ ଚୟନ କରାଯାଇଥିଲା ।

jittmm
Leave A Reply

Your email address will not be published.