oom

ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ଠାରେ କ୍ରାନ୍ତି ଜ୍ୟୋତି ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ବଲାଙ୍ଗିର ଠାରେ କ୍ରାନ୍ତି ଜ୍ୟୋତି ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ୧୮୯ ତମ ଜୟନ୍ତୀ ଓବିସି ମଞ୍ଚ ବଲାଙ୍ଗିର ଓ ମୁଲ ନିବାସୀ ମିଲିତ ମହାସଂଘ ପକ୍ଷରୁ ପାଲିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ଦଲିତ ମଞ୍ଚର ସଭାପତି ଦଣ୍ଡୁଆ କୁମ୍ଭାର, ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିତ୍ୱାଳ, ଏମ୍ ଏମ୍ ବି ଏସ୍ ସମ୍ପାଦକ ଅର୍ଜୁନ ମୁଗ୍ରୀ, କାର୍ଯ୍ୟକାରୀ ସଭାପତି ହିମାଂଶୁ ବିଭାର, ନବସେତୁ ମାସିକ ପତ୍ରିକାର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସନ୍ତୋଷ କୁମାର ନନ୍ଦ, ଶଙ୍କର୍ଷଣ ନାଗ, ମଧୁସୂଦନ ଖେତୀ, ବିନୋଦ କୁମ୍ଭାର, ରାଜେନ୍ଦ୍ର ବେହେରା, ବସୁଦେବ ମୁଗ୍ରୀ, ଦେବରାଜ ମହାନ ନନ୍ଦ ବିଜୟ ଚନ୍ଦ୍ର ବାରିକ, ତୈଲକ ଛତ୍ରିଆ, ଐବନ ଛତ୍ରିଆ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.